ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ତିନିଟି ମନ୍ଦିରରେ କଳାକନା ବୁଲାଇ ଦେଇଛନ୍ତି ଚୋର।

ଖୋକସା ଗାଁର ନୀଳକଣ୍ଠେଶ୍ୱର ଶିବ ମନ୍ଦିର, କଙ୍ଗେଇଲୋ ଗାଁର ଗଣେଶ ମନ୍ଦିର ଓ ମୋଟା ଗାଁର ତାରିଣୀ ମନ୍ଦିରରୁ ଲୁଟ୍ ହୋଇଛି। ଏହି ସବୁ ମନ୍ଦିରରୁ ସମସ୍ତ ପିତ୍ତଳ ପୂଜା ସାମଗ୍ରୀ ସହ ଦାନହୁଣ୍ଡି ଚୋରି ହୋଇଯାଇଛି।

୩ଟି ଯାକ ମନ୍ଦିରରୁ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌ ହୋଇଥିବା କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ କାମାକ୍ଷାନଗର ପୁଲିସ ତନାଘନା ଜାରି ରଖିଛି । ଏଥିରେ ଏକ ବଡ଼ ଚୋର ଗ୍ୟାଙ୍ଗ ସମ୍ପୃକ୍ତି ଥିବା କୁହାଯାଉଛି।

The post ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି appeared first on Odisha Reporter.



from Odisha Reporter https://ift.tt/2TAxACC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages