୧ ଅଗଷ୍ଟ, ରବିବାର: କୌଣସି ଗୋଳମାଳିଆ ପରିସ୍ଥିତିରେ ପଡ଼ିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 31, 2021

୧ ଅଗଷ୍ଟ, ରବିବାର: କୌଣସି ଗୋଳମାଳିଆ ପରିସ୍ଥିତିରେ ପଡ଼ିପାରନ୍ତି

ମେଷ: ବନ୍ଧୁମାନଙ୍କ ସାହାଯ୍ୟ ମିଳିବ। ପରିବାରରେ ଥିବା ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ।

ବୃଷ: ମାନସିକ ଅସ୍ଥିରତା ମଧ୍ୟ ଦେଇ ଗତି କରିବେ। କାହାର କଡ଼ା କଥା ଆପଣଙ୍କୁ ବିଚଳିତ କରିପାରେ। ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ ଗୁଡ଼ିକ ସଂପନ୍ନ ହୋଇ ନପାରେ।

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ଶୁଭ ଫଳ ମିଳିବ।

କର୍କଟ: ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ବ୍ୟବସାୟରେ ସଫଳତା ମିଳିବ।

ସିଂହ: ବିଳମ୍ବ ହେଲେ ବି ସମସ୍ତ କାର୍ଯ୍ୟ ସଂପନ୍ନ ହେବ। ଆଶା ରଖିଥିବା ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ନେଇ କାହା ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

କନ୍ୟା: ଶାନ୍ତ ରହିବେ। ଅର୍ଥ ବ୍ୟୟ ହେବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି।

ତୁଳା: ବହୁଦିନରୁ ଅଟକି ରହିଥିବା କାର୍ଯ୍ୟକୁ ଆଜି ପୁଣି ଆରମ୍ଭ କରିବାକୁ ଚେଷ୍ଟା କରିବେ। କୌଣସି ଗୋଳମାଳିଆ ପରିସ୍ଥିତିରେ ପଡ଼ିପାରନ୍ତି।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଆୟ ବଢ଼ିବ। ମହିଳାମାନେ ପ୍ରଶଂସା ପାଇବେ।

ଧନୁ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ। କର୍ମକ୍ଷେତ୍ରରେ କୌଣସି ଘଟଣାକୁ ନେଇ ମନ ଭଲ ରହିବ ନାହିଁ।

ମକର: ପୁରାତନ ରୋଗରୁ ଉପଶମ ମିଳିବ। କାହା ସହିତ ଶତ୍ରୁତା ଯୋଗୁ ମନ ଭଲ ରହି ନପାରେ। ପରିବାରରେ ସାମାନ୍ୟ ଅଶାନ୍ତି ଦେଖାଦେବ।

କୁମ୍ଭ: କୌଣସି ସମ୍ପର୍କୀୟଙ୍କ ସହ ବିବାଦ ହୋଇପାରେ। କର୍ମକ୍ଷେତ୍ରରେ ଦିନଟି ଭଲରେ କଟିବ ନାହିଁ। ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

ମୀନ: ଦିନଟି ଖୁବ୍ ଭଲ ରହିବ। ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

The post ୧ ଅଗଷ୍ଟ, ରବିବାର: କୌଣସି ଗୋଳମାଳିଆ ପରିସ୍ଥିତିରେ ପଡ଼ିପାରନ୍ତି appeared first on Odisha Reporter.



from Odisha Reporter https://ift.tt/378LIWW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages