୨୪ ଅଗଷ୍ଟ, ମଙ୍ଗଳବାର: ନୂଆ ନିଯୁକ୍ତି ପାଇବାର ସମ୍ଭାବନା ଅଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 23, 2021

୨୪ ଅଗଷ୍ଟ, ମଙ୍ଗଳବାର: ନୂଆ ନିଯୁକ୍ତି ପାଇବାର ସମ୍ଭାବନା ଅଛି

ମେଷ: ସହକର୍ମୀମାନଙ୍କ ଦ୍ୱାରା ଲାଭବାନ ହେବେ। ସାମାନ୍ୟ ଚେଷ୍ଟା କଲେ ବକେୟା ଅର୍ଥ ମିଳିଯିବ।

ବୃଷ: କର୍ମକ୍ଷେତ୍ରରେ ଉନ୍ନତି ହେବ। ନ୍ୟାୟ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ପରିବାରରେ କିଛି ଅସୁବିଧା ଥିଲେ ତା’ର ସମାଧାନ ହୋଇଯିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

କର୍କଟ: ଲୋକସମ୍ପର୍କ ବଢ଼ିବ। ନକାରାତ୍ମକ ଭାବନା ରଖୁଥିବା ଲୋକମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍।

ସିଂହ: ମାନସମ୍ମାନ ବଢ଼ିବ। ପୂର୍ବ ଯୋଜନା ସଫଳ ହେବ। ନୂଆ ନିଯୁକ୍ତି ପାଇବାର ସମ୍ଭାବନା ଅଛି।

କନ୍ୟା: ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପୂର୍ଣ୍ଣ ହେବ। ପରିବାରରେ ଶାନ୍ତି ବଜାୟ ରହିବ। ଅର୍ଥଲାଭ ହେବ।

ତୁଳା: କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ଦୃଢ଼ କରିବ। ଉଚିତ୍ ପନ୍ଥା ଗ୍ରହଣ କରି ବ୍ୟବସାୟରେ ସଫଳତା ଅର୍ଜନ କରିବେ।

ବିଛା: ପ୍ରିୟଜନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବାକୁ ବାଧ୍ୟ ହେବେ। କୌଣସି ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱରେ ରହିବେ।

ଧନୁ: ଧନପ୍ରାପ୍ତି ହେବ। ଉଚ୍ଚ ସମ୍ମାନ ପାଇବେ। କୌଣସି ପ୍ରକାର ପ୍ରତିବନ୍ଧକକୁ ଭୟ କରିବେ ନାହିଁ।

ମକର: ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପୁରୁଣା ରୋଗ କାରଣରୁ ସାଧାରଣ ଜୀବନରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ।

କୁମ୍ଭ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମାନସିକ ଶାନ୍ତି ପାଇବେ। ନିକଟ ସମ୍ପର୍କୀୟ ମାନଙ୍କ ସହିତ ମଧୁର ସମ୍ପର୍କ ରହିବ। ଦାମ୍ପତ୍ୟ କଳହର ଅବସାନ ଘଟିବ।

ମୀନ: ଆଶା ପୂରଣ ହେବ। କୌଣସି କର୍ମ କରି ପ୍ରଶଂସା ପାଇବେ। ପିଲାମାନଙ୍କ ସଫଳତାରେ ଆତ୍ମସନ୍ତୋଷ ପାଇବେ।

The post ୨୪ ଅଗଷ୍ଟ, ମଙ୍ଗଳବାର: ନୂଆ ନିଯୁକ୍ତି ପାଇବାର ସମ୍ଭାବନା ଅଛି appeared first on Odisha Reporter.



from Odisha Reporter https://ift.tt/3zdpIqe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages