୮ ଅଗଷ୍ଟ, ରବିବାର: ଯେତେ ଭଲ କାମ କଲେ ମଧ୍ୟ ପରିବାରର ଅନ୍ୟମାନେ ଦୋଷ ଖୋଜିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 7, 2021

୮ ଅଗଷ୍ଟ, ରବିବାର: ଯେତେ ଭଲ କାମ କଲେ ମଧ୍ୟ ପରିବାରର ଅନ୍ୟମାନେ ଦୋଷ ଖୋଜିବେ

ମେଷ: ମାନସିକ ଅଶାନ୍ତି ଦେଖାଦେବ। ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରିବ। ସମସ୍ତ କାମରେ ବିଳମ୍ବ ହେବ।

ବୃଷ: ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇବେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ: ଆର୍ଥିକ ଉନ୍ନତି ଘଟିବ। ବକେୟା ଅର୍ଥ ହସ୍ତଗତ ହେବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ।

କର୍କଟ: ମନ ମୁତାବକ କାମ କରିବା କଷ୍ଟକର ହୋଇପାରେ। କୌଣସି ପ୍ରସଙ୍ଗରେ ଘରେ ଯୁକ୍ତିତର୍କ ହୋଇପାରେ।

ସିଂହ: କାର୍ଯ୍ୟଦକ୍ଷତା ବଢ଼ିବ। ମନୋବଳ ଦୃଢ଼ ରହିବ। ପ୍ରତ୍ୟେକ ଦିଗରେ ସଫଳତା ମିଳିବ। ଆଶା କରୁଥିବା ଦିଗରୁ ଅର୍ଥ ଓ ମାନସମ୍ମାନ ପାଇବେ।

କନ୍ୟା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିରୋଧୀ ମାନେ ପରାଜିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା: ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। କର୍ମକ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ବିଛା: ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପରିବହନ କ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହି ପାରନ୍ତି।

ଧନୁ: ଘରେ ଅଶାନ୍ତି ଦେଖାଯାଇପାରେ। ଆଶା କରୁଥିବା ଦିଗରୁ ଅପରାହ୍ନରେ କୋଣସି ଶୁଭ ଖବର ଶୁଣିପାରନ୍ତି।

ମକର: ପ୍ରତିକୂଳ ପରିସ୍ଥିତିକୁ ଦୂର କରିବାରେ ସମର୍ଥ ହେବେ। ଜମିଜମା ଅବା ଅନ୍ୟ ବିବାଦୀୟ ମାମଲାର ସମାଧାନ ହୋଇଯିବ। ନିର୍ମାଣାଧୀନ କାର୍ଯ୍ୟକୁ ଆଗେଇ ନେବେ।

କୁମ୍ଭ: ସବୁ କାର୍ଯ୍ୟରେ ସଫଳତା ମିଳିବ। ସମାଜରେ ମାନସମ୍ମାନ ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃଢ଼ ରହିବ।

ମୀନ: ଦାମ୍ପତ୍ୟ ଜୀବନରେ ମନାନ୍ତର ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ପରିବାରର ଅନ୍ୟମାନେ ଦୋଷ ଖୋଜିବେ। ପିଲାମାନଙ୍କୁ କେନ୍ଦ୍ରକରି ହଠାତ୍ କୋଣସି ଘଟଣା ମନକୁ ବିବ୍ରତ କରିପାରେ।

The post ୮ ଅଗଷ୍ଟ, ରବିବାର: ଯେତେ ଭଲ କାମ କଲେ ମଧ୍ୟ ପରିବାରର ଅନ୍ୟମାନେ ଦୋଷ ଖୋଜିବେ appeared first on Odisha Reporter.



from Odisha Reporter https://ift.tt/3CCsQ14

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages