ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨ ଦିନ ଧରି ରାଜ୍ୟରେ ପଜିଟିଭ ସଂଖ୍ୟା ୧୩ଶହ ଉପରେ ରହୁଥିବା ବେଳେ ଆଜି ତାହା ସାମାନ୍ୟ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୭୦୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୫୦୬। ସେହିପରି ଆଉ ମୃତକଙ୍କ ସୂଚନା ଦେଲେ ରାଜ୍ୟ ସରକାର। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ରେ ପହଞ୍ଚିଛି।
ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୭୩, ବାଲେଶ୍ୱରରୁ ୬୩, ଜଗତସିଂହପୁରରୁ ୬୦, ପୁରୀରୁ ୫୮, ଯାଜପୁରରୁ ୫୭, ଅନୁଗୋଳରୁ ୫୫, କେନ୍ଦ୍ରାପଡ଼ାରୁ ୩୨, ଭଦ୍ରକରୁ ୨୨, କେନ୍ଦୁଝରରୁ ୧୬, ଢେଙ୍କାନାଳରୁ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ ମୟୂରଭଞ୍ଜରୁ ୩୩, ନୟାଗଡ଼ରୁ ୨୫, ସମ୍ବଲପୁରରୁ ୨୪, ସୁନ୍ଦରଗଡ଼ରୁ ୨୦, କନ୍ଧମାଳରୁ ୧୬, ଗଞ୍ଜାମରୁ ୧୨, ରାୟଗଡ଼ାରୁ ୮, ବରଗଡ଼, ଦେବଗଡ଼, ବଲାଙ୍ଗିରରୁ ୫ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି , ମାଲକାନଗିରି, ନବରଙ୍ଗପୁରରୁ ୪ ଲେଖାଏ, ଝାରସୁଗୁଡ଼ା, ସୋନପୁରରୁ ୩ ଲେଖାଏ , କଳାହାଣ୍ଡି, କୋରାପୁଟ, ନୂଆପଡ଼ାରୁ ୨ ଲେଖାଏ , ଗଜପତିରୁ ୧ ଓ ଷ୍ଟେଟ ପୁଲ୍ରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 5th August
New Positive Cases: 1208
In quarantine: 702
Local contacts: 506(Details of local contacts will be shared by concerned Dist Administration)
District Wise Cases:
1. Angul: 55
2. Balasore: 63
3. Bargarh: 5
4. Bhadrak: 22
5. Balangir: 5— I & PR Department, Odisha (@IPR_Odisha) August 6, 2021
6. Cuttack: 173
7. Deogarh: 5
8. Dhenkanal: 15
9. Gajapati: 1
10. Ganjam: 12
11. Jagatsinghpur: 60
12. Jajpur: 57
13. Jharsuguda: 3
14. Kalahandi: 2
15. Kandhamal: 16
16. Kendrapada: 32
17. Keonjhar: 16
18. Khurda: 399
19. Koraput: 2
20. Malkangiri: 4
21. Mayurbhanj: 33— I & PR Department, Odisha (@IPR_Odisha) August 6, 2021
22. Nawarangpur: 4
23. Nayagarh: 25
24. Nuapada: 2
25. Puri: 58
26. Rayagada: 8
27. Sambalpur: 24
28. Sonepur: 3
29. Sundargarh: 20
30. State Pool: 84New recoveries: 1652
Cumulative tested: 16424645
Positive: 984731
Recovered: 965370
Active cases: 13006— I & PR Department, Odisha (@IPR_Odisha) August 6, 2021
The post ୨ ଦିନ ପରେ ସାମାନ୍ୟ ଖସିଲା ପଜିଟିଭ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/3jlkj9G
No comments:
Post a Comment