୨୨ ଅଗଷ୍ଟ, ରବିବାର: ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 21, 2021

୨୨ ଅଗଷ୍ଟ, ରବିବାର: ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି

ମେଷ: ସହକର୍ମୀମାନେ ଈର୍ଷା କରିପାରନ୍ତି। କିନ୍ତୁ କେହି କ୍ଷତି ପହଞ୍ଚାଇ ପାରିବେ ନାହିଁ। କଳା, ସାହିତ୍ୟ ଓ କ୍ରୀଡ଼ା ଆଦି କ୍ଷେତ୍ରରେ ପ୍ରଶଂସା ମିଳିବ।

ବୃଷ: ଶରୀର ସୁସ୍ଥ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିବେ। ଶତ୍ରୁମାନେ ପରାଜିତ ହେବେ।

ମିଥୁନ: ଗୁରୁଜନଙ୍କ ସହଯୋଗ ପ୍ରାପ୍ତି ହେବ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି।

କର୍କଟ: ସାମାଜିକ ପତିଆରା ବଜାୟ ରହିବ। ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ପାଇବେ। ବନ୍ଧୁଙ୍କ ସହଯୋଗ ମିଳିବ।

ସିଂହ: ଆୟ ଓ ବ୍ୟୟ ସମାନ ରହିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ।

କନ୍ୟା: ଅର୍ଥଲାଭ ହେବ। ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ। ଶତ୍ରୁମାନେ ମିତ୍ର ଭଳି ଆଚରଣ କରିବେ।

ତୁଳା: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତା ଅନ୍ୟମାନଙ୍କୁ ପ୍ରଭାବିତ କରିବ। ପରିବାରରେ ଶାନ୍ତି ବଜାୟ ରହିବ।

ବିଛା: ଆଗକୁ ବଢ଼ିବା ପାଇଁ ନୂଆ ଯୋଜନା କରିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ଧନୁ: ଅଚାନକ ଧନପ୍ରାପ୍ତି ହେବ। କୌଣସି ପ୍ରସଙ୍ଗରେ ମନରେ ଥିବା ଭୟ ଓ ଆଶଙ୍କା ଆଜି ଦୂର ହୋଇଯିବ।

ମକର: ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ। ଜାଗା, ଘର ଓ ଗାଡ଼ି ଆଦି କ୍ରୟ କରିବାକୁ ମନ ବଳାଇପାରନ୍ତି।

କୁମ୍ଭ: ସନ୍ତାନଙ୍କ ଇଚ୍ଛାକୁ ଗୁରୁତ୍ୱ ଦେବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ରୋଜଗାର ବଢ଼ିବ। ଋଣରୁ ମୁକ୍ତି ମିଳିବ।

ମୀନ: ଦିନଟି ଭଲରେ କଟିବ। ଶୁଭଫଳ ପ୍ରାପ୍ତି ହେବ। ଆୟ ବି ବଢ଼ିବ।

The post ୨୨ ଅଗଷ୍ଟ, ରବିବାର: ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି appeared first on Odisha Reporter.



from Odisha Reporter https://ift.tt/384BW8M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages