ତା ଆଖି ଆଗରେ ସବୁ ହେଉଛି ହେଲେ ସେ ବୁଝିପାରୁନି କଣ ହେଉଛି। ଚିକିତ୍ସା ଲାଗି ସଂଘର୍ଷ କରି କରି ଆରପାରିକୁ ଚାଲିଗଲେ କୁଜଙ୍ଗର ଦୁଷ୍ମନ୍ତ ।କିନ୍ତୁ କୁନି ଝିଅଟି ବାପାର ମୁଖାଗ୍ନି ଦେଉଛି ସତ ହେଲେ ବୁଝି ପାରୁନି ହେଉଛି କଣ।
The post ‘ମୋ ବାପା କେଉଁଠି’ appeared first on Odisha Reporter.
from Odisha Reporter https://ift.tt/3yY1CyU
No comments:
Post a Comment