ବିଧାନସଭାରେ ଉଠିବ କି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା। ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଟାର୍ଗେଟ କରିବେ କି ବିରୋଧୀ ? । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ କାହିଁକି ଚେଇଁ ଉଠିଲା କ୍ରାଇମବ୍ରାଞ୍ଚ। ସରକାରକୁ ଘାରିଛି କି ସୌମ୍ୟଙ୍କ ବାପାଙ୍କ ଆତ୍ମାହୁତି ଧମକ ।
The post ବିଧାନସଭାରେ ଉଠିବ କି ଜଙ୍ଗଲ ମନ୍ତ୍ରୀଙ୍କ କଥା ? appeared first on Odisha Reporter.
from Odisha Reporter https://ift.tt/2YjPT13
No comments:
Post a Comment