୨୨ସେପ୍ଟେମ୍ବର, ବୁଧବାର: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

୨୨ସେପ୍ଟେମ୍ବର, ବୁଧବାର: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ

ମେଷ: ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ପରିବାର ଓ ମିତ୍ରଙ୍କ ସହିତ ସମୟ ବିତେଇବେ।

ବୃଷ:  ଆଜି ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆୟ ଅପେକ୍ଷା ବ୍ୟୟ ହେବ।

ମିଥୁନ: ବ୍ୟବସାୟରେ ଅଧିକ ଲାଭ ହେବ। ଘର ପାଇଁ  କିଛି ଜିନିଷ କିଣିପାରନ୍ତି। କଥା ଉପରେ ନିୟନ୍ତ୍ରଣ କରନ୍ତୁ।

କର୍କଟ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। କଠିନ ପରିଶ୍ରମ କରିପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ସିଂହ: ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ,  ଦୁର୍ଘଟଣା ଘଟିପାରେ।

କନ୍ୟା: କୌଣସି କଥାକୁ ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।  ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବିଦ୍ୟାର୍ଥୀମାନେ ପରିଶ୍ରମ କରି ଶୀର୍ଷ ସ୍ଥାନକୁ ଯିବେ।

ତୁଳା: ଦିନଟି ଭଲରେ କଟିବ। ବନ୍ଧୁ ମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆୟ ବୃଦ୍ଧି ଘଟିବ।

ବିଚ୍ଛା: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ।  କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ।  ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଭଲ ରହିବ।

ଧନୁ: ଘରକୁ ଅତିଥି ଆସିପାରନ୍ତି। ଘର ପାଇଁ  ଜିନିଷ କିଣିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମକର: ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି ଚଳନ୍ତୁ, ଦିନଟି ଆପଣଙ୍କପାଇଁ କଷ୍ଟଦାୟକ ହୋଇପାରେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।  କାର୍ଯ୍ୟକ୍ଷେତ୍ର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମନମାଳିନ୍ୟ ହୋଇପାରେ।

କୁମ୍ଭ: ଶତ୍ରୁମାନେ ପରାଜିତ ହେବେ। ଅପ୍ରିୟ ସତ୍ୟ କଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିବେ। ଧନପ୍ରାପ୍ତିର ଯୋଗ ରହିଛି।

ମୀନ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ଅବସାନ ଘଟିବ। ପଦୋନ୍ନତିର ଯୋଗ ଅଛି। ବ୍ୟବସାୟରେ ଅଧିକ ଲାଭ ହେବ।

 

 

The post ୨୨ସେପ୍ଟେମ୍ବର, ବୁଧବାର: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ appeared first on Odisha Reporter.



from Odisha Reporter https://ift.tt/3lPExcT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages