୮ ସେପ୍ଟେମ୍ବର, ବୁଧବାର: ମନ ପ୍ରସନ୍ନ ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 7, 2021

୮ ସେପ୍ଟେମ୍ବର, ବୁଧବାର: ମନ ପ୍ରସନ୍ନ ରହିବ

ମେଷ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ।

ବୃଷ: ଦୂରସ୍ଥାନକୁ  ଯାତ୍ରା କରିପାରନ୍ତି। ମହିଳାମାନେ ଶୁଭ ଫଳ ପାଇବେ। ବ୍ୟବସାୟରେ ଅଧିକ ଲାଭ ହେବ।

ମିଥୁନ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ଅବସାନ ଘଟିବ। କୋଟ କଚେରୀ ମାମଲାରେ ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ। ଶତ୍ରୁ ପରାଜିତ ହେବେ। କର୍ମ କ୍ଷେତ୍ରରେ ସଫଳତା ମିଳିବ ।

କର୍କଟ: ବିଦ୍ୟାର୍ଥୀମାନେ ପରିଶ୍ରମ କରି ଶୀର୍ଷ ସ୍ଥାନକୁ ଯିବେ। କିଛି ବ୍ୟକ୍ତିଗତ ସମସ୍ୟା ବ୍ୟସ୍ତତାରେ ପକାଇଦେବ। ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।

ସିଂହ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀମାନେ ପରିଶ୍ରମ କରି ଶୀର୍ଷ ସ୍ଥାନକୁ ଯିବେ।

କନ୍ୟା: ଆଜି ଆପଣଙ୍କ କାର୍ଯ୍ୟରେ ଉଚ୍ଚଅଧିକାରୀ ସନ୍ତୁଷ୍ଟ ହୋଇ ସହଯୋଗର ହାତ ବଢ଼ାଇବେ। ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନେ ବିଜୟୀ ହେବେ।

ତୁଳା: ଦିନଟି ଖୁସିରେ କଟିବ। ଶରୀର ସୁସ୍ଥ ରହିବ। ସୁସ୍ୱାଦୁ ଭୋଜନ  କରିବେ।

ବିଛା:  ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।  ଜୀବନ ସାଥୀ ସହ ହସ ଖୁସିରେ ଦିନଟି ଅତିବାହିତ କରିବେ।

ଧନୁ: ଘରକୁ ଅତିଥି ଆସିପାରନ୍ତି। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ। ନିଜର ବୁଦ୍ଧି ବିବେକ ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ।

ମକର: ମନ ପ୍ରସନ୍ନ ରହିବ। ଅନେକ ଦିନର ଆଶା ଅଭିଳାଷ ପୂରଣ ହେବ। କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି।

କୁମ୍ଭ: ଦେହ ମନ ସୁସ୍ଥ ରହିବ। ଆୟ ଅପେକ୍ଷା ବ୍ୟୟ  ଅଧିକ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ:   କାର୍ଯ୍ୟରେ ବ୍ୟସ୍ତ ରହିବେ। କୌଣସି କାରଣରୁ ମନ ଭାରାକ୍ରାନ୍ତ ହୋଇପାରେ। ବ୍ୟବସାୟରେ କମ୍‌ ଲାଭ ମିଳିବ।

 

 

 

 

The post ୮ ସେପ୍ଟେମ୍ବର, ବୁଧବାର: ମନ ପ୍ରସନ୍ନ ରହିବ appeared first on Odisha Reporter.



from Odisha Reporter https://ift.tt/3hcDlyW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages