ଖେଳୁଥିବା ବେଳେ ପଡ଼ିଗଲା କାନ୍ଥ, ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 14, 2021

ଖେଳୁଥିବା ବେଳେ ପଡ଼ିଗଲା କାନ୍ଥ, ଚାଲିଗଲା ଜୀବନ

ଆସିକା (ଓଡ଼ିଶା ରିପୋର୍ଟର): ୭ ଜଣ ଶିଶୁ ଖେଳୁ ଥିଲେ। ଏହି ସମୟରେ ପଡ଼ିଗଲା କାନ୍ଥ। ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟମାନେ ଆହତ ହୋଇଛନ୍ତି। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ।

ଧରାକୋଟ ଥାନା ରାଶିବାଡ଼ି ରାମଚନ୍ଦ୍ରପୁର ଗାଁରେ ଏକ ଘର ନିକଟରେ ଆଜି ଏହି ଶିଶୁମାନେ ଖେଳୁଥିଲେ। ଏହି ସମୟରେ ଘରର ମାଟି କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ତାକୁ ମାତ୍ର ୬ ବର୍ଷ ହୋଇଥିଲା। ଅନ୍ୟ ୬ ଶିଶୁଙ୍କୁ ଉଦ୍ଧାର କରାଯାଇ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

The post ଖେଳୁଥିବା ବେଳେ ପଡ଼ିଗଲା କାନ୍ଥ, ଚାଲିଗଲା ଜୀବନ appeared first on Odisha Reporter.



from Odisha Reporter https://ift.tt/3tESsGe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages