ଭୋପାଳ: ଏକ ବସ୍ ଓ ଡମ୍ପର ମଧ୍ୟରେ ଧକ୍କା ହେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୩ ଜଣ ଆହତ ହୋଇଛନ୍ତି। ଆଜି ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରେ। ଗୋହଦ ଛକରେ ଏହି ଦୁର୍ଘଟଣା ଘଟିଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
The post ବସ୍-ଡମ୍ପର ଧକ୍କା: ୭ ମୃତ, ୧୩ ଆହତ appeared first on Odisha Reporter.
from Odisha Reporter https://ift.tt/3zZXy1k
No comments:
Post a Comment