ଆଜି ଦାରିଙ୍ଗବାଡ଼ି ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 10, 2021

ଆଜି ଦାରିଙ୍ଗବାଡ଼ି ବନ୍ଦ

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ଜି ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନ ସରକାରୀ ଜମିରେ ବେଆଇନ କୋଠା ନିର୍ମାଣକୁ ବିରୋଧ ନେଇ କଂଗ୍ରେସ ତରଫରୁ ଆଜି ୧୧ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି । ଏହା ପ୍ରଭାବରେ ଦାରିଙ୍ଗବାଡ଼ିରେ ଦୋକାନ ବଜାର ସମେତ ଗାଡି ଚଳାଚଳ ବନ୍ଦ ରହିଛି ।

କଂଗ୍ରେସ କର୍ମୀ ଚାରି ଛକରେ ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ବିରୋଧରେ ନାରବାଜି କରିବା ସହ ବେଆଇନ କୋଠା ନିର୍ମାଣ କରିଥିବା ବିଧାୟକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ଦାବି କରିଛନ୍ତି । କଂଗ୍ରେସର ବନ୍ଦ ଡାକରାକୁ ଆଖି ଆଗରେ ରଖି ଦାରିଙ୍ଗବାଡ଼ିରେ ପୁଲିସ୍‌ ତରଫରୁ 2 ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି ! ଏମିତି କି ବେଆଇନ କୋଠା ସ୍ଥଳରେ ମଧ୍ୟ ପୋଲିସ ତରଫରୁ ଫୋର୍ସ ଜଗି ରହିଛନ୍ତି ।

The post ଆଜି ଦାରିଙ୍ଗବାଡ଼ି ବନ୍ଦ appeared first on Odisha Reporter.



from Odisha Reporter https://ift.tt/3oN92Dt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages