ବିଚ୍ ରାସ୍ତାରେ ମମିତାଙ୍କୁ ହତ୍ୟା କରାଯାଇଛି । କାର୍ ଭିତରେ ତଣ୍ଠି ଚିପି ହତ୍ୟା କରିବା ପରେ ମୃତଦେହକୁ ନଷ୍ଟ କରିଥିଲା ଗୋବିନ୍ଦ । ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମିଷ୍ଟ୍ରି ଉପରୁ ପରଦା ହଟିଛି ।
The post ଗୋବିନ୍ଦ କହିଲା ହତ୍ୟାର କାହାଣୀ appeared first on Odisha Reporter.
from Odisha Reporter https://ift.tt/3ncc3eg
No comments:
Post a Comment