୧୧ ଅକ୍ଟୋବର, ସୋମବାର: ଜମି କିଣିବା ପାଇଁ ମନ ବଳାଇବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 10, 2021

୧୧ ଅକ୍ଟୋବର, ସୋମବାର: ଜମି କିଣିବା ପାଇଁ ମନ ବଳାଇବେ

ମେଷ: ସାମାନ୍ୟ ଘଟଣାକୁ ନେଇ କର୍ମକ୍ଷେତ୍ରରେ ଚିନ୍ତିତ ରହିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ମିଳିବ।

ବୃଷ: କର୍ମକ୍ଷେତ୍ରରେ ମାନ ସମ୍ମାନ ଓ ସଫଳତା ପାଇପାରିବେ। କୌଣସି ଏକ ଖବର ପାଇ ଦୂରସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ।

ମିଥୁନ: ବହୁଦିନରୁ ଅପେକ୍ଷା କରିଥିବା ବନ୍ଧୁଙ୍କ ସହିତ ମିଳନ ହେବ। ଯାତାୟତ ସମୟରେ ସାବଧାନ ସହିତ ଯାଆନ୍ତୁ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ।

କର୍କଟ: ଆର୍ଥିକ ଅଭାବକୁ ନେଇ ମାନସିକ ଦୁଃଶ୍ଚିନ୍ତା ଦେଖାଯିବ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନ ଲାଗି ରହିବ। ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ।

ସିଂହ: ପାରିବାରିକ ସ୍ଥିତିକୁ ନେଇ ମନ ଭଲ ରହିବ ନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବ।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ।ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ତୁଳା: ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଯାଆନ୍ତୁ। ଅଘଟଣ ଘଟିବାର ସମ୍ଭାବନା ରହିଛି। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ମନ ଭିତରେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ।

ବିଛା: ସନ୍ତାନ ମାନଙ୍କର ଖୁସି ଖବର ଶୁଣି ବାପା ମା ଖୁସି ହେବେ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ଆର୍ଥିକ ସମସ୍ୟା କିଛି ଦେଖାଯିବ।

ଧନୁ: କର୍ମକ୍ଷେତ୍ରରେ ବନ୍ଧୁ ସାହାଯ୍ୟର ହାତ ବଢାଇବେ। ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଯାଆନ୍ତୁ। କୌଣସି ଏକ ଖବର ପାଇ ମନସ୍ତାପ କରିବେ।

ମକର: ବହୁଦିନର ପୁରୁଣା ବନ୍ଧୁଙ୍କ ସହିତ ମିଳନ ହେବ। ସୁସ୍ୱାଦୁ ଭୋଜନ କରିବେ। ଜମି କିଣିବା ପାଇଁ ମନ ବଳାଇବେ।

କୁମ୍ଭ: କର୍ମକ୍ଷେତ୍ରରେ ସୁଖ ଅନୁଭବ କରିବେ।  ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ। ବାକି ପଡିଥିବା ଅର୍ଥ ଆଦାୟ ହେବ।

ମୀନ: ବନ୍ଧୁଙ୍କ ସହିତ ମତଭେଦ ଦେଖା ଦେବ। ସେଥିପ୍ରତି ଧ୍ୟାନ ଦେବାକୁ ପଡିବ। କୌଣସି ଏକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ହେବେ। ଅପରାହ୍ନ ପରେ ସବୁ ଠିକ୍ ଠାକ୍ ହୋଇଯିବ।

The post ୧୧ ଅକ୍ଟୋବର, ସୋମବାର: ଜମି କିଣିବା ପାଇଁ ମନ ବଳାଇବେ appeared first on Odisha Reporter.



from Odisha Reporter https://ift.tt/2YC4uEU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages