୨୫ ନଭେମ୍ବର, ଗୁରୁବାର: କର୍ମକ୍ଷେତ୍ରରେ ଉନ୍ନତି ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 24, 2021

୨୫ ନଭେମ୍ବର, ଗୁରୁବାର: କର୍ମକ୍ଷେତ୍ରରେ ଉନ୍ନତି ହେବ

ମେଷ: ଶତ୍ରୁମାନେ ଦୂରେଇ ରହିବେ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁ ରୂପେ ହେବ।

ବୃଷ: ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସଂପନ୍ନ ହେବ। କାର୍ଯ୍ୟକ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ।

ମିଥୁନ: ମାନସମ୍ମାନ ବଢ଼ିବ। ଶରୀର ସୁସ୍ଥ ରହିବ। ବ୍ୟବସାୟରେ ଭଲ ଲାଭ ପାଇବେ।

କର୍କଟ: ସାମାଜିକ କଲ୍ୟାଣ କାର୍ଯ୍ୟରେ ସମୟ ବିତିବ। ଆଶା କରୁଥିବା ଖବର ପାଇ ଖୁସି ହେବେ।

ସିଂହ: କଳା, ସାହିତ୍ୟ ଆଦିରେ ରୁଚି ବଢ଼ିବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

କନ୍ୟା: ଅଭାବ ଅସୁବିଧା ସତ୍ତ୍ୱେ କୌଣସି କାମ ଅଟକିବ ନାହିଁ। ଦାମ୍ପତ୍ୟ ଜୀବନ ଭଲ ରହିବ। ବୁଝି ବିଚାରି କାର୍ଯ୍ୟ କଲେ ସଫଳତା ମିଳିବ।

ତୁଳା: ଆଶାବାଦୀ ହେବେ। ବ୍ୟବସାୟରେ ଲାଭ ପାଇ ମନର ଅଶାନ୍ତି ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ।

ବିଛା: ଲୋକ ସମ୍ପର୍କ ବୃଦ୍ଧି ପାଇବ। ଜାଗା ବା ଗୃହ ଆଦି କିଣିବାର ସୁଯୋଗ ଆସିବ। କର୍ମକ୍ଷେତ୍ରରେ ଉନ୍ନତି ହେବ।

ଧନୁ: କୌଣସି କାର୍ଯ୍ୟ କରି ପ୍ରଶଂସିତ ହେବ। ମନ ପ୍ରଫୁଲ୍ଲ ରହିବ। ଧାର୍ମିକ କାର୍ଯରେ ବ୍ୟସ୍ତ ରହିପାରନ୍ତି।

ମକର: ଶରୀର ଓ ମନ ଭଲ ରହିବ। ବିଦେଶ ଯାତ୍ରା ସଫଳ ହେବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ।

କୁମ୍ଭ: ସାମାଜିକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହେବେ। ଉଚ୍ଚ ଆଶା ପୂରଣ କରିବାକୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ।

ମୀନ: ଆତ୍ମବିଶ୍ୱାସ ବୃଦ୍ଧି ହେବ। ପାରିବାରିକ ଅଶାନ୍ତି ଦୂରେଇ ଯିବ। ପ୍ରତିଯୋଗିତାରେ ସଫଳତା ମିଳିବ।

The post ୨୫ ନଭେମ୍ବର, ଗୁରୁବାର: କର୍ମକ୍ଷେତ୍ରରେ ଉନ୍ନତି ହେବ appeared first on Odisha Reporter.



from Odisha Reporter https://ift.tt/3FKHowb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages