ଆଜି ଆଲୋକର ପର୍ବ ଦୀପାବଳି, ବାଣ ବଜାର ଖାଁ ଖାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 3, 2021

ଆଜି ଆଲୋକର ପର୍ବ ଦୀପାବଳି, ବାଣ ବଜାର ଖାଁ ଖାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । କରୋନା କଟକଣା ସତ୍ତ୍ୱେ ସାରା ଦେଶରେ ଆଜି  ଉତ୍ସାହର ସହ ପାଳନ ହେଉଛି ଦୀପାବଳି । ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରିଛନ୍ତି । ଉତ୍ତର ଭାରତରେ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ପୂର୍ବ ଭାରତରେ ମା’ କାଳୀଙ୍କୁ  ଆରାଧନା କରାଯାଉଛି ।

ସେପଟେ ରାଜ୍ୟରେ ବାଣ ବଜାର ଏଥର ଖାଁ  ଖାଁ । ଗ୍ରୀନ୍ କ୍ରାକରକୁ ବିଳମ୍ବରେ ଅନୁମତି ମିଳିଥିବାରୁ ଦ୍ୱନ୍ଦ୍ୱରେ ରହିଛନ୍ତି ଦୋକାନୀ । ବଜାରରେ ଚାହିଦା ମୁତାବକ ଗ୍ରୀନ କ୍ରାକର ନାହିଁ । ଲୋକେ ନିଜ ପରିବାର ଓ ପରିଜନ ସହ ଏକାଠି ହୋଇ ଦୀପ ଜାଳି ଦୀପାବଳି ଉତ୍ସବ ପାଳନ କରିବେ ବୋଲି ଜଣାଯାଇଛି ।

The post ଆଜି ଆଲୋକର ପର୍ବ ଦୀପାବଳି, ବାଣ ବଜାର ଖାଁ ଖାଁ appeared first on Odisha Reporter.



from Odisha Reporter https://ift.tt/3bEZpPK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages