୩୦ ନଭେମ୍ବର, ମଙ୍ଗଳବାର: ଆତ୍ମନିର୍ଭରଶୀଳ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 29, 2021

୩୦ ନଭେମ୍ବର, ମଙ୍ଗଳବାର: ଆତ୍ମନିର୍ଭରଶୀଳ ହେବେ

ମେଷ: ଲୋକପ୍ରିୟତା ଅର୍ଜନ କରିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ସଫଳତା ଲାଭ କରିବେ।

ବୃଷ: ନୂଆ ଲୋକମାନଙ୍କ ସଂସ୍ପର୍ଶରେ ଆସିବେ। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ମିଥୁନ: ବହୁତ ଦିନରୁ ଲାଗିଥିବା ବିବାଦରୁ ମୁକ୍ତି ମିଳିବ। କୌଣସି ଶୁଭ ସମାଚାର ପାଇବେ। ଧନସମ୍ପତ୍ତି ବୃଦ୍ଧି ପାଇବ।

କର୍କଟ: ଧୈର୍ଯ୍ୟର ସହିତ ସବୁ କାମ କରନ୍ତୁ। କୌଣସି ନୂଆ କାମ ଆରମ୍ଭ କରି ପାରିବେ। ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ।

ସିଂହ: ସବୁ କାମ ସୁରୁଖୁରୁରେ ସମାପ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ବାଧାବିଘ୍ନ ଦୂର ହୋଇଯିବ। ପ୍ରତିଯୋଗିତାରେ ବିଜୟୀ ହେବେ।

କନ୍ୟା: ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ମନ ଭଲ ରହିବ। ବ୍ୟବସାୟରେ ତୀବ୍ର ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ।

ତୁଳା: ସରକାରୀ କାମରେ ସଫଳତା ମିଳିବ। ବହୁତ ଦିନରୁ ଚିନ୍ତା କରିଥିବା କାମଟି ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ଆତ୍ମନିର୍ଭରଶୀଳ ହେବେ।

ବିଚ୍ଛା: ସାଂସାରିକ ଜୀବନ ଭଲରେ ବିତିବ। କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ। ମନରେ ଲାଗିରହିଥିବା ଅସ୍ଥିରତା ଦୂର ହେବ।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବା ସହ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ଶତ୍ରୁମାନେ ଦୂରେଇ ଯିବେ। ଉଚ୍ଚ-ଅଧିକାରୀଙ୍କ ସହଯୋଗ ମିଳିବ।

ମକର: ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ କୌଶଳକ୍ରମେ ଏହାର ସମାଧାନ କରିବେ।

କୁମ୍ଭ: ପରିବାରରେ ସମସ୍ତଙ୍କ ପ୍ରିୟଭାଜନ ହେବେ। ବନ୍ଧୁଙ୍କ ସହିତ ଲାଗିଥିବା ବିବାଦର ସମାଧାନ ହୋଇଯିବ। କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ୍।

ମୀନ: ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଆଶାଜନକ ଫଳପ୍ରାପ୍ତି ହେବ।

The post ୩୦ ନଭେମ୍ବର, ମଙ୍ଗଳବାର: ଆତ୍ମନିର୍ଭରଶୀଳ ହେବେ appeared first on Odisha Reporter.



from Odisha Reporter https://ift.tt/3xAVai4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages