୧୮ ଡିସେମ୍ବର, ଶନିବାର; ଧନ ପ୍ରାପ୍ତିର ଯୋଗ ଅଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 17, 2021

୧୮ ଡିସେମ୍ବର, ଶନିବାର; ଧନ ପ୍ରାପ୍ତିର ଯୋଗ ଅଛି

ମେଷ:  ଆର୍ଥିକ ସମସ୍ୟା ଦୂର ହୋଇ ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ। ବହୁ ଦିନର ଆଶା ପୂରଣ ହେବ। ସୁଖ ସମୃଦ୍ଧି ଓ ଯଶମାନ ବୃଦ୍ଧିହେବ।

ବୃଷ:  ବିଭିନ୍ନ ଆଡ଼ୁ ଚାପ ପଡିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ ଓ ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।

ମିଥୁନପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ମିତ୍ରମାନଙ୍କ ସହଯୋଗରେ ଆର୍ଥିକ ଦିଗରୁ ସୁବିଧା ପାଇବେ । ବ୍ୟବସାୟ କ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇ ବାଧା ଉପୁଜି ପାରେ।

 କର୍କଟ: ବ୍ୟବସାୟରେ ସଫଳତା ଅର୍ଜନ କରିବା ଫଳରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଉଚ୍ଚପ୍ରଶଂସା ଲାଭ, ଦମ୍ଭ, ସାହସ ବୃଦ୍ଧି,  ଯଶ ପ୍ରାପ୍ତି   ହେବେ। ଆକସ୍ମିକ ଧନ ପ୍ରାପ୍ତିର ଯୋଗ ଅଛି।

 ସିଂହ: ସାମାଜିକ ପତିଆରା ଅମଳିନ ରହିବା ସହ ଉଚ୍ଚଆଶା ସଫଳ ହୋଇପାରେ।  ରାସ୍ତା ଘାଟରେ ସତର୍କତାର ସହ ଯାତାୟାତ କରିବା ଉଚିତ୍।

 କନ୍ୟା: ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ। ବ୍ୟବସାୟରେ ଭାଗିଦାରୀମାନଙ୍କଠାରୁ ସାହାଯ୍ୟ ପାଇ ଉନ୍ନତି କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳାକମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ। ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରି ପାରିବେ ଓ ବିରୋଧୀମାନେ ଅପଦସ୍ଥ ହେବେ।

ବିଚ୍ଛା: ସମୟକୁ ହାତ ଛଡ଼ା ନ କରିବା ଉଚିତ। ବ୍ୟବସାୟକୁ ବଢ଼ାଇବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ପାରନ୍ତି। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ।

ଧନୁ: ସନ୍ତାନର ପାଠପଢ଼ାରେ ଉନ୍ନତି ଖବର ପାଇ ଖୁସି ହେବେ। ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ। ଗୃହରେ ଭାତୃବିବାଦ, ପଡ଼ୋଶୀ କଳହ, ଜମି ପା8ଇଁ ଥିବା ସମସ୍ୟାର ସମାଧାନ ହେବ। ପତି ପତ୍ନିଙ୍କ ମଧ୍ୟରେ ମନାନ୍ତର ଦୂର ହୋଇ ମଧୁର ସଂପର୍କ ଦୃଢ ହେବ।

ମକର: ଶୁଭ ସମ୍ବାଦପାଇ ଉଚ୍ଚ ଆଶାରେ ଆଗେଇବେ ଓ ପୁରାତନ ରୋଗର ଉପଶମ ଯୋଗେ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଭାବୁଥିବା କଥା ଅଚାନକ ପୂରଣ ହେବ।

କୁମ୍ଭ: ମାନସିକ ସ୍ଥିରତା ଦେଖାଦେବ ।  କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତା ଆଦି କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧିହେବ।

ମୀନଶାରୀରିକ ଅସୁସ୍ଥତା ଦୂର ହେବା ସହ ଶତ୍ରୁମାନେ ମିତ୍ରତାର କାର୍ଯ୍ୟ କରିବେ । ମାନସିକ ଅଶାନ୍ତି ଦୂର ହୋଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ  ଓ କାର୍ଯ୍ୟ ସିଦ୍ଧି ହେବ। ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବା ସହ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଆଶାତୀତ ଫଳ ପାଇବେ।

 

The post ୧୮ ଡିସେମ୍ବର, ଶନିବାର; ଧନ ପ୍ରାପ୍ତିର ଯୋଗ ଅଛି appeared first on Odisha Reporter.



from Odisha Reporter https://ift.tt/3E9ABLn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages