ପୁଣି ରକ୍ତରଂଜିତ ହେଲା ସୁଲିଆ ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 10, 2022

ପୁଣି ରକ୍ତରଂଜିତ ହେଲା ସୁଲିଆ ଯାତ୍ରା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପୁଣି ରକ୍ତରଂଜିତ ହେଲା ସୁଲିଆ ଯାତ୍ରା । ସୁଲିଆ ଯାତ୍ରାରେ ପଡ଼ିଲା ବଳି । ବଲାଙ୍ଗିର ଜିଲ୍ଲା ଦେଓଗାଁରେ ଆୟୋଜିତ ସୁଲିଆ ଯାତ୍ରାରେ ପଡ଼ିଛି ବଳି ।

ଗତକାଲି ବିଲମ୍ୱିତ ରାତିରେ ଅନୁଷ୍ଠିତ ହୋଇଥିଲା ନିଶିପୂଜା ।  ନିଶିପୂଜା ସହିତ ଆରମ୍ଭ ହୋଇଥିଲା ସୁଲିଆ ଯାତ୍ରାର ନୀତିକାନ୍ତି ।  ଏହାପରେ ଖଇରିଗୁଡ଼ା ବଡ଼ଖଳା ଓ କୁମୁରିଆ ସାନଖଳାରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହେବା ପରେ ପଡ଼ିଛି ବଳି । ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭାଯାତ୍ରା ପରେ ବଳି ଦିଆଯାଇଛି । କୋଭିଡ୍ କଟକଣାରେ ନୀତିକାନ୍ତି ସଂପନ୍ନ ହୋଇଛି । ଶାନ୍ତିଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି ।

ସୁଲିଆଯାତ୍ରା ପାଇଁ ଏହା ପୂର୍ବରୁ ମଧ୍ୟରାତ୍ରରେ ନିଶିପୂଜା କରାଯାଇଥିଲା ପରେ ଆଜି ସକାଳୁ ସକାଳୁ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରା ବାହାରିଥିଲା ।  ଶୋଭାଯାତ୍ରା ବେଳେ ପାରଂପରିକ ବାଦ୍ୟରେ ଦୁଲୁକିଥିଲା ଗାଁ ଦାଣ୍ଡ  ।

The post ପୁଣି ରକ୍ତରଂଜିତ ହେଲା ସୁଲିଆ ଯାତ୍ରା appeared first on Odisha Reporter.



from Odisha Reporter https://ift.tt/3qgevmS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages