୨୧ଜାନୁଆରୀ, ଶୁକ୍ରବାର: କର୍ମ କ୍ଷେତ୍ରରେ ଶତ୍ରୁମାନେ ଅଯଥା ହଇରାଣ ହରକତ କରି ପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 20, 2022

୨୧ଜାନୁଆରୀ, ଶୁକ୍ରବାର: କର୍ମ କ୍ଷେତ୍ରରେ ଶତ୍ରୁମାନେ ଅଯଥା ହଇରାଣ ହରକତ କରି ପାରନ୍ତି

ମେଷ: ବ୍ୟବସାୟ ବାଣିଜ୍ୟରେ ବାଧାବିଘ୍ନ ଉପୁଜିପାରେ। ମାନସିକ ଅଶାନ୍ତି ଦେଖାଦେବ। କୌଣସି କଥାକୁ ନେଇ ଚିନ୍ତିତ ରହିବେ।

ବୃଷ: ବିଭିନ୍ନ ସମସ୍ୟା ଘେରରେ ରହି ମାନସିକ ଅଶାନ୍ତି ଭୋଗ କରିବେ। ପରିବାରରେ ଅଶାନ୍ତି ଦେଖାଦେବ।

ମିଥୁନ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଦୈନିକ ରୋଜଗାର ବୃଦ୍ଧି ହେବ। ପରିବାରରେ ଶାନ୍ତିର ବାତା ବରଣ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।

କର୍କଟ: କର୍ମ କ୍ଷେତ୍ରରେ ଶତ୍ରୁମାନେ ଅଯଥା ହଇରାଣ ହରକତ କରି ପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ଲାଭ ମିଳିବ ନାହିଁ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

ସିଂହ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ।  ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ ଶାନ୍ତି ବଜାୟ ରହିବ।

କନ୍ୟା: କର୍ମକ୍ଷେତ୍ରରେ ବାଧାବିଘ୍ନ ଉପୁଜିପାରେ। ସତର୍କ ରହି କାର୍ଯ୍ୟ କରନ୍ତୁ, ନିଜ ଲୋକ ଶତ୍ରୁତା ଆଚରଣ କରିପାରନ୍ତି। ପରିବାରରେ ଅଶାନ୍ତି ଦେଖାଦେବ।

ତୁଳା: ଚାକିରିରେ ପଦୋନ୍ନତି ହୋଇପାରେ। ନୂତନ କର୍ମପ୍ରାପ୍ତିର ସୁଯୋଗ ଆସିବ। ହଜିଯାଇଥିବା ଜିନିଷର ସନ୍ଧାନ ମିଳିବ।

ବିଛା: ନୂତନ କାର୍ଯ୍ୟଭାର ହାତକୁ ନେବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ବନ୍ଧୁମିଳନ ହୋଇପାରେ। ସତର୍କ ରୁହନ୍ତୁ, ଆଘାତ ଲାଗିପାରେ।

ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ନୂତନ ଆୟପନ୍ଥା ମିଳିପାରେ। ପରିବାରରେ ଶାନ୍ତି ରହିବ। କିନ୍ତୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ।

ମକର: କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ। ବକେୟା ଅର୍ଥ ପ୍ରାପ୍ତି ହେବା ସହ ବନ୍ଧୁବାନ୍ଧବଙ୍କ ସହ ଦୂରଯାତ୍ରା କରିପାରନ୍ତି। ଯାନ ବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ, ଆଘାତ ଲାଗିପାରେ।

କୁମ୍ଭ: ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରରେ ଖୁସି ପାଇବେ।

ମୀନ: କର୍ମକ୍ଷେତ୍ରରେ ଉଚ୍ଚ ପଦଅଧିକାରୀଙ୍କ ଠାରୁ ସମ୍ମାନିତ ହୋଇ ଆନନ୍ଦ ପାଇବେ। ନୂତନ କାର୍ଯ୍ୟଭାର ହାତକୁ ନେବେ। ପରିବାରରେ ଶାନ୍ତି ମିଳିବ।

 

The post ୨୧ଜାନୁଆରୀ, ଶୁକ୍ରବାର: କର୍ମ କ୍ଷେତ୍ରରେ ଶତ୍ରୁମାନେ ଅଯଥା ହଇରାଣ ହରକତ କରି ପାରନ୍ତି appeared first on Odisha Reporter.



from Odisha Reporter https://ift.tt/3tHA0it

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages