ରାଜ୍ୟରେ ଚିହ୍ନଟ ହେଲେ ୮,୭୭୮ ଆକ୍ରାନ୍ତ, ଖୋର୍ଦ୍ଧାରୁ କେବଳ ୨୬୧୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 11, 2022

ରାଜ୍ୟରେ ଚିହ୍ନଟ ହେଲେ ୮,୭୭୮ ଆକ୍ରାନ୍ତ, ଖୋର୍ଦ୍ଧାରୁ କେବଳ ୨୬୧୫

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  କ୍ୱାରେଣ୍ଟାଇନ୍‌ରୁ ୫୦୯୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୬୮୨ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯୨ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସୁନ୍ଦରଗଡ଼ରୁ ୧୨୫୨ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୬, ସମ୍ବଲପୁରରୁ ୫୯୬, ମୟୂରଭଞ୍ଜରୁ ୩୩୮, ପୁରୀରୁ ୨୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୧୦୭, ବାଲେଶ୍ୱରରୁ ୨୩୧, ବରଗଡ଼ରୁ ୧୩୬, ଭଦ୍ରକରୁ ୧୦୩, ବଲାଙ୍ଗିରରୁ ୨୧୬, ବୌଦ୍ଧରୁ ୧୨,  ଦେବଗଡ଼ରୁ ୨୫, ଢେଙ୍କାନାଳରୁ ୭୮, ଗଜପତିରୁ ୭୨, ଗଞ୍ଜାମରୁ ୧୦୬, ଜଗତସିଂହପୁରରୁ ୧୪୪, ଯାଜପୁରରୁ ୧୯୧, ଝାରସୁଗୁଡ଼ାରୁ ୨୦୩, କଳାହାଣ୍ଡିରୁ ୮୬, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୪୬, କେନ୍ଦୁଝରରୁ ୯୫,କୋରାପୁଟରୁ ୧୬୧, ମାଲକାନଗିରିରୁ ୧୨,  ନବରଙ୍ଗପୁରରୁ ୧୧୨, ନୂଆପଡ଼ାରୁ ୬୭, ରାୟଗଡ଼ାରୁ ୬୫, ସମ୍ବଲପୁରରୁ ୫୯୬, ସୋନପୁରରୁ ୮୭,  ଷ୍ଟେଟପୁଲରୁ ୫୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି।

The post ରାଜ୍ୟରେ ଚିହ୍ନଟ ହେଲେ ୮,୭୭୮ ଆକ୍ରାନ୍ତ, ଖୋର୍ଦ୍ଧାରୁ କେବଳ ୨୬୧୫ appeared first on Odisha Reporter.



from Odisha Reporter https://ift.tt/3nhfTU4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages