ଆଜି ଦୋଳ ପୂର୍ଣ୍ଣିମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 17, 2022

ଆଜି ଦୋଳ ପୂର୍ଣ୍ଣିମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଦୋଳ ପୂର୍ଣ୍ଣିମା। ଦୋଳ ମେଲଣ ପାଇଁ ଚାରିଆଡ଼େ ପ୍ରସ୍ତୁତି କରାଯାଇଛି। ବିମାନରେ ବିଜେ ହୋଇ ନଗର ବୁଲିବେ ଠାକୁର। ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ। ଭକ୍ତ ଓ ଭଗବାନଙ୍କର ମିଳନ ହେବ। ଏହି ଅବସରରେ ଅନେକ ସ୍ଥାନରେ ବାଡ଼ିଖେଳ ମଧ୍ୟ କରାଯିବ।

ଦୋଳ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ କରାଯିବ। ବିବିଧ ଅଳଙ୍କାରରେ ବିଭୂଷିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନଦେବେ ମହାପ୍ରଭୁ।

ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଫିକା ପଡିଥିଲା ଦୋଳ ଉତ୍ସବ। ଏଥର କିନ୍ତୁ କଟକଣା ନଥିବାରୁ ଧୂମଧାମରେ ପାଳନ ହେବ ଦୋଳ ପୂର୍ଣ୍ଣିମା।

The post ଆଜି ଦୋଳ ପୂର୍ଣ୍ଣିମା appeared first on Odisha Reporter.



from Odisha Reporter https://ift.tt/q7kIOGE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages