୨୫ ମାର୍ଚ୍ଚ, ଶୁକ୍ରବାର: ମାନସିକ ଚାପ ଅନୁଭବ କରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 24, 2022

୨୫ ମାର୍ଚ୍ଚ, ଶୁକ୍ରବାର: ମାନସିକ ଚାପ ଅନୁଭବ କରିବେ

ମେଷ: ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ତେଣୁ ସତର୍କ ରହି ବ୍ୟବସାୟ କରନ୍ତୁ। ପ୍ରିୟଜନଙ୍କ ସାହାଯ୍ୟ ସହଯୋଗ ପାଇବେ । ମହିଳାମାନେ ଚିନ୍ତାଗ୍ରସ୍ତ ରହି ମାନସିକ ଅଶାନ୍ତି ପାଇବେ ।

ବୃଷ: ମାନସିକ ଅଶାନ୍ତି ଦେଇ ଗତି କରିବେ । ଚାଲିଥିବା କାର୍ଯ୍ୟ ହଠାତ ବନ୍ଦ ହେବାର ସମ୍ଭାବନା ରହିଛି। ଶାରୀରିକ ଅସୁସ୍ଥତା ମଧ୍ୟ ଦେଖାଦେଇପାରେ । ସତର୍କ ରୁହନ୍ତୁ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ କିନ୍ତୁ ମାନସିକ ଚାପ ଅନୁଭବ କରିବେ । ଦୂରଯାତ୍ରାର ସୁଯୋଗ ଆସିବ।  ଯାତ୍ରାରେ ଶୁଭଫଳ ପାଇବେ ।

କର୍କଟ: ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭବାନ ହେବେ। ସାମାଜିକ ମାନ ସମ୍ମାନ ମିଳିବ। ଶତ୍ରୁମାନେ ପରାଜିତ ହେବେ ।

ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ମନ ଖୁସି ରହିବ । ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ।

 କନ୍ୟା: ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ଅଟକିଥିବା କାର୍ଯ୍ୟ ପୁରା କରିବେ । ପରିବାରରେ ପାରିବାରିକ ଶାନ୍ତି ପାଇବେ ।

 ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ସାଥିରେ ମିତ୍ରତା ବଢିବ ।

ବିଚ୍ଛା: କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହ ବାଦ ବିବାଦ ଉପୁଜି ପାରେ। ଗୁପ୍ତ ଶତ୍ରୁମାନେ ହଇରାଣରେ ପକାଇ ପାରନ୍ତି। ବନ୍ଧୁ ବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ।

ଧନୁ:  ଅଭିଳାଷ ପୂରଣ ହେବା ଯୋଗୁଁ ମନ ଖୁସି ରହିବ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହେବ । ଶରୀରରେ ଆଘାତ ଲାଗିପାରେ  ।

ମକର: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ବ୍ୟବସାୟ ସ୍ଥଳରେ ବାଦ ବିବାଦ ଉପୁଜି ପାରେ  । ଶାରୀରିକ ଅସୁସ୍ଥତା ଦେଖାଦେଇପାରେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସହଯୋଗ ପାଇବେ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ପରିବାରରେ ମତଭେଦ ହୋଇପାରେ ।

ମୀନ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ସୁସ୍ୱାଦୁ ଭୋଜନ ସହ ଭ୍ରମଣ ଯୋଗ ରହିଛି।  ପରିବାରରେ ଶାନ୍ତି ପାଇବେ, କିନ୍ତୁ ଆଘାତ ଲାଗିପାରେ।

The post ୨୫ ମାର୍ଚ୍ଚ, ଶୁକ୍ରବାର: ମାନସିକ ଚାପ ଅନୁଭବ କରିବେ appeared first on Odisha Reporter.



from Odisha Reporter https://ift.tt/tHQ8uo3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages