ଆଜି ବାର ଆସୋସିଏସନର ନିର୍ବାଚନ, ଭୋଟ ଦେବେ ୩୩ ହଜାର ଆଇନଜୀବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 25, 2022

ଆଜି ବାର ଆସୋସିଏସନର ନିର୍ବାଚନ, ଭୋଟ ଦେବେ ୩୩ ହଜାର ଆଇନଜୀବୀ

କଟକ(ଓଡ଼ିଶା ରିପୋର୍ଟର): ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ହେବ । ଓ୍ୱାନ ବାର୍ ଓ୍ୱାନ ଭୋଟ ପଦ୍ଧତିରେ ରାଜ୍ୟର ୧୫୧ଟି ବାର ଆସୋସିଏସନରେ ଭୋଟ ଗ୍ରହଣ କରାଯିବ । ଏଥିରେ ପ୍ରାୟ ୩୩ ହଜାର ୪୦ ଜଣ ଆଇନଜୀବୀ ନିଜ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ଷ୍ଟେଟ ବାର କାଉନସିଲ ପକ୍ଷରୁ ଭୋଟର ଲିଷ୍ଟ ପ୍ରସ୍ତୁତ କରାଯାଇଛି ।

ସକାଳ ୮ଟା ରୁ ଭୋଟ ଆରମ୍ଭ ହୋଇ ଅପରାହ୍ନ ୩ଟା ପଯର୍ୟନ୍ତ ଚାଲିବ  । ଅପରାହ୍ନ ୪ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଫଳ ଘୋଷଣା ହେବ  । ବାର କାଉନସିଲ ଅଫ ଇଣ୍ଡିଆର ନିର୍ଦେଶାବଳୀ ଅନୁଯାୟୀ ଭେରିଫିକେସନ କରାଯାଇ କେଉଁ ଭୋଟର କେଉଁ ବାର ଆସୋସିଏସନରେ ଭୋଟ ଦେବେ ତାହା ସ୍ଥିର କରାଯାଇଛି ।

The post ଆଜି ବାର ଆସୋସିଏସନର ନିର୍ବାଚନ, ଭୋଟ ଦେବେ ୩୩ ହଜାର ଆଇନଜୀବୀ appeared first on Odisha Reporter.



from Odisha Reporter https://ift.tt/x7WC1k4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages