ଆମ୍ବ ମିଲ୍କ୍ ସେକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 16, 2022

ଆମ୍ବ ମିଲ୍କ୍ ସେକ୍

ଆବଶ୍ୟକ ସାମଗ୍ରୀ: ପାଚିଲା ଆମ୍ବ, ଚିନି, କ୍ଷୀର,ପିସ୍ତା ଓ ଲିଚି 

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ପାଚିଲା ଆମ୍ବରୁ ଚୋପା ଛଡ଼ାଇ ଏକ ପାତ୍ରରେ ରଖନ୍ତୁ। ପରେ ସେଥିରେ ଅଳ୍ପ ଚିନି ମିଶାନ୍ତୁ। ପରେ ସେଥିରେ ସିଝା କ୍ଷୀର ମିଶାଇ ଭଲ ଭାବରେ ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ଏହି ଆମ୍ବ ମିଲ୍କ୍ ସେକ୍‌କୁ ଏକ ଗ୍ଳାସରେ ଠାଳି ରଖନ୍ତୁ। ପରେ ସେଥିରେ ପିସ୍ତା ଓ ଲିଚି ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆମ୍ବ ମିଲ୍କ୍ ସେକ୍।

The post ଆମ୍ବ ମିଲ୍କ୍ ସେକ୍ appeared first on Odisha Reporter.



from Odisha Reporter https://ift.tt/ldbPhUF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages