କଟକ ବଡ଼ ମେଡ଼ିକାଲ। ସାରା ରାଜ୍ୟର ଭରସା କଟକର ଏହି ବଡ଼ ମେଡ଼ିକାଲ ଉପରେ। ଖାଲି ଓଡ଼ିଶା କାହିଁକି, ପଡ଼ୋଶୀ ରାଜ୍ୟର ହଜାର ହଜାର ରୋଗୀ, ଭଲ ସେବା ଟିକେ ପାଇବା ପାଇଁ କଟକ ଧାଇଁ ଆସୁଛନ୍ତି। କିନ୍ତୁ ଅବ୍ୟବସ୍ଥା, ଯୋଗୁଁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି। କ’ଣ ରହୁଛି ସମସ୍ୟା।
The post ଯନ୍ତ୍ରଣା ଦିଆ ବଡ଼ ମେଡ଼ିକାଲ ! appeared first on Odisha Reporter.
from Odisha Reporter https://ift.tt/mzytsRo
No comments:
Post a Comment