୧୯ ଜୁନ୍‌, ରବିବାର: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 18, 2022

୧୯ ଜୁନ୍‌, ରବିବାର: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ

ମେଷ: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ। ମନ ବିଚଳିତ ରହିପାରେ। ଘରକୁ ଅତିଥି ଆସିପାରନ୍ତି।

ବୃଷ: ସମସ୍ତ ଦିଗରୁ ଅର୍ଥ ଆଗମନର ଯୋଗ ରହିଛି। ବ୍ୟବସାୟ ବାଣିଜ୍ୟ ଆଶାରୁ ଅଧିକ ଲାଭ ହେବ। ଛାତ୍ରଛାତ୍ରୀମାନେ ପାଠ ପଢ଼ାକୁ ନେଇ ଚିନ୍ତିତ ରହିବେ

ମିଥୁନ: ଶତ୍ରୁ ଉପରେ ବିଜୟ ଲାଭ କରିବେ। ଦୈନିକ ରୋଜଗାରରେ ଲାଭବାନ ହେବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କର୍କଟ: କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ଭଲ ହେବ। ମହିଳାମାନେ ଶରୀରିକ ସୁସ୍ଥତା ଅନୁଭବ କରିବେ।

ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିବେ । ଯଗି ରଖି ଯାନ ବାହନ ଚଳାଚଳ କରନ୍ତୁ। ଶରୀରରେ  ଆଘାତ ଲାଗିପାରେ।

କନ୍ୟା: କୌଣସି କାମରେ ଦୂରଯାତ୍ରା କରିପାରନ୍ତି। ଶତ୍ରୁମାନେ ପରାଜିତ ହେବେ। ଘର ପାଇଁ କିଛି ଜିନିଷ କିଣିପାରନ୍ତି।

ତୁଳା: ଆଜି ଦିନଟି ଭଲରେ କଟିବ।  ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବାଦ ବିବାଦରୁ ଦୂରେଇ ରୁହନ୍ତୁ।

ବିଛା: ଶାରିରୀକ ଅସୁସ୍ଥତା ଦେଖାଦେଇପାରେ।  ବିଶେଷ କରି ଶ୍ୱାସ ଜନିତ ପିଡା ଅନୁଭବ କରି ପାରନ୍ତି। ବ୍ୟବସାୟରୁ ଅଧିକ ଲାଭ ପାଇବେ।

ଧନୁ: ବିଭିନ୍ନ କାରଣରୁ ମନରେ ଅଶାନ୍ତି ଦେଖାଦେଇ ପାରେ। କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଶରୀର ଅସୁସ୍ଥ ହୋଇପାରେ।

ମକର:  କାର୍ଯ୍ୟକ୍ଷେତ୍ରରେ ମାନ-ସମ୍ମାନ ମିଳିବ। ରାଜନିତୀ କ୍ଷେତ୍ରରେ ସଫଳତା ପାଇବେ। ହଜି ଯାଇଥିବା ଜିନିଷ ହଠାତ୍ ମିଳିପାଇପାରେ।

କୁମ୍ଭ: କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତିହେବ। ଆକସ୍ମିକ ଧନଲାଭ ହୋଇପାରେ। କିନ୍ତୁ ପାରିବାରିକ ଚିନ୍ତା ଲାଗିପାରେ ।

ମୀନ: କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରି ପାରନ୍ତି। ଦୂରସ୍ଥାନଭ୍ରମଣ କରି ପାରନ୍ତି।

 

The post ୧୯ ଜୁନ୍‌, ରବିବାର: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ appeared first on Odisha Reporter.



from Odisha Reporter https://ift.tt/1kitwXL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages