‘ଅଗ୍ନିବୀର’ ନିଆଁ ପ୍ରଶମନ ପାଇଁ ଉଦ୍ୟମ: ମିଳିବ ୧୦% ସଂରକ୍ଷଣ, କୋହଳ ହେବ ବୟସ ସୀମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 17, 2022

‘ଅଗ୍ନିବୀର’ ନିଆଁ ପ୍ରଶମନ ପାଇଁ ଉଦ୍ୟମ: ମିଳିବ ୧୦% ସଂରକ୍ଷଣ, କୋହଳ ହେବ ବୟସ ସୀମା

ନୂଆଦିଲ୍ଲୀ: ସମଗ୍ର ଦେଶରେ ଲାଗିଥିବା ‘ଅଗ୍ନିବୀର’ ନିଆଁକୁ ପ୍ରଶମିତ କରିବାକୁ  ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏକ ବଡ଼ ଘୋଷଣା। ‘ଅଗ୍ନିବୀର’ଙ୍କୁ ୧୦% ସଂରକ୍ଷଣ ଦିଆଯିବ। ସେଣ୍ଟ୍ରାଲ ଆର୍ମଡ ପୁଲିସ୍‌ ଫୋର୍ସ ଓ ଆସାମ ରାଇଫଲସ୍‌ରେ ଏହି ସଂରକ୍ଷଣ ଦିଆଯିବ ।

ଏଥିସହ ନିଯୁକ୍ତି ବେଳେ ସେମାନଙ୍କ ବୟସ ୩ ବର୍ଷ କୋହଳ କରାଯିବ। ପ୍ରଥମ ବ୍ୟାଚର ‘ଅଗ୍ନିବୀର’ଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାର ୫ବର୍ଷ କୋହଳ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

The post ‘ଅଗ୍ନିବୀର’ ନିଆଁ ପ୍ରଶମନ ପାଇଁ ଉଦ୍ୟମ: ମିଳିବ ୧୦% ସଂରକ୍ଷଣ, କୋହଳ ହେବ ବୟସ ସୀମା appeared first on Odisha Reporter.



from Odisha Reporter https://ift.tt/m5Vr2YF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages