୨୧ ଜୁଲାଇ, ସୋମବାର: କର୍ମକ୍ଷେତ୍ରରେ ଅପାମନିତ ହୋଇପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 20, 2022

୨୧ ଜୁଲାଇ, ସୋମବାର: କର୍ମକ୍ଷେତ୍ରରେ ଅପାମନିତ ହୋଇପାରନ୍ତି

 ମେଷ : କର୍ମକ୍ଷେତ୍ରରେ ଉନ୍ନତି ହେବ କିନ୍ତୁ ମାନସିକ ଅଶାନ୍ତି ପାଇବେ। ଭୂମି, ଭବନ କ୍ରୟ ପାଇଁ ଯୋଜନା କରିବେ। ପରିବାରରେ ମହିଳାମାନେ ଅଶାନ୍ତି ପାଇବେ ।

 ବୃଷ: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ । ନୂତନ ଦ୍ରବ୍ୟ ଘରକୁ କ୍ରୟ କରି ଆଣିବେ ।

 ମିଥୁନ: କର୍ମକ୍ଷେତ୍ରରେ ଅପମାନିତ ହୋଇ ପାରନ୍ତି, ସତର୍କ ରହିବେ ।  ବ୍ୟବସାୟରେ କ୍ଷତି ମଧ୍ୟ ହୋଇପାରେ। ମହିଳାମାନେ ଅଧିକ ପରିଶ୍ରମ କରି କ୍ଳାନ୍ତି ଅନୁଭବ କରିବେ ।

 କର୍କଟ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ବାକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ ଶାନ୍ତି ମଧ୍ୟ ପାଇବେ।

 ସିଂହ : କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି ।

 କନ୍ୟା :  ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ  । ଅଯଥା ଅତ୍ୟଧିକ ବ୍ୟୟ କରି ଅନୁତାପ କରିବେ  । ମହିଳାମାନେ ପରିବାରରେ ଚିନ୍ତିତ ରହିବେ ।

 ତୁଳା :  କର୍ମକ୍ଷେତ୍ରରେ ଅତ୍ୟଧିକ ବ୍ୟସ୍ତତା ଯୋଗୁ କ୍ଳାନ୍ତି ଅନୁଭବ କରିବେ ।ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ସାବଧାନ ରୁହନ୍ତୁ। ଅଯଥା ଭ୍ରମଣ କରନ୍ତୁ ନାହିଁ, ଆଘାତ ଲାଗିପାରେ।

 ବିଛା:  ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ବହୁତ ବ୍ୟସ୍ତ ରହିବେ। ବ୍ୟବସାୟରେ କ୍ଷତି ହୋଇପାରେ। ଆଘାତ ଲାଗିପାରେ, ସତର୍କ ରହିବେ।

ଧନୁ : କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଲାଭବାନ ହେବେ । ଶାରୀରିକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ ।

 ମକର: କର୍ମକ୍ଷେତ୍ରରେ ଅପାମନିତ ହୋଇ ପାରନ୍ତି । ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ । ମହିଳାମାନେ ଚିନ୍ତିତ ରହିବେ ।

 କୁମ୍ଭ : କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କଠାରୁ ସମ୍ମାନିତ ହେବେ। ବ୍ୟବସାୟରେ ଭଲ ଲାଭବାନ ହେବେ। ମହିଳାମାନେ ଶାନ୍ତିରେ ଦିନଟିକୁ ଅତିବାହିତ କରିବେ ।

 ମୀନ:  କର୍ମକ୍ଷେତ୍ରରେ ଅପମାନିତ ହୋଇ ପାରନ୍ତି। ନିଜ ମନପସନ୍ଦର ଦ୍ରବ୍ୟ ନଷ୍ଟ ହୋଇଯାଇପାରେ। ମହିଳାମାନେ ପରିବାରକୁ ନେଇ ଚିନ୍ତା କରିପାରନ୍ତି।

The post ୨୧ ଜୁଲାଇ, ସୋମବାର: କର୍ମକ୍ଷେତ୍ରରେ ଅପାମନିତ ହୋଇପାରନ୍ତି appeared first on Odisha Reporter.



from Odisha Reporter https://ift.tt/kHUlsVR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages