ରାଜଧାନୀରେ ହେବ ବଳ କଷାକଷି। ରାଜଧାନୀ ଦେଖିବ ବିଜେପି ବନାମ ବିଜେଡି ଯୁଦ୍ଧ। ବିଜେପିର ବଡ଼ ସମାଗମକୁ ଦେଖି ବିଜେଡି ମଧ୍ୟ କଲା ପ୍ଲାନିଂ। ଦଳର ଛାମୁଆ ସଂଗଠନ ଯୁବ ଛାତ୍ର ମହିଳାଙ୍କୁ ଠୁଳ କରି ଟିକେ ଦେଖାଇବ ତାର ତାକତ। ୨୯ ଏବଂ ୩୦ ତାରିଖରେ ହେବ ଦଳର ପ୍ରସ୍ତୁତି ବୈଠକ। ଏହି ବୈଠକର ନାଁ ରଖାଯାଇଛି ବିଜୁ ଜନତା ଦଳ ଏକ ସାମୂହିକ ଆନ୍ଦୋଳନ ପଦଯାତ୍ରା ପ୍ରସ୍ତୁତି ବୈଠକ।
The post ହଠାତ ମନେ ପଡ଼ିଲା ରୁଟିନ କାମ appeared first on Odisha Reporter.
from Odisha Reporter https://ift.tt/HzDln7y
No comments:
Post a Comment