ଦୀପାବଳିରେ ଅଘଟଣ, ବାଣ ଫୁଟାଇ ୧୦ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 24, 2022

ଦୀପାବଳିରେ ଅଘଟଣ, ବାଣ ଫୁଟାଇ ୧୦ ଆହତ

ହାଇଦ୍ରାବାଦ: ଦୀପାବଳି ଅବସରରେ ଅଘଟଣ। ବାଣ ଫୁଟାଇବା ବେଳେ ୧୦ ଗୁରୁତର। ହାଇଦ୍ରାବାଦରେ ବାଣ ଫୁଟାଇ ଜଣେ ନାବାଳକ ସମେତ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଅଘଟଣରେ ନାବାଳକର ଆଖି ଫୁଟି ଯାଇଥିବା ସୂଚନା ମିଳିଛି। ଏଥିସହ ୩ ଜଣଙ୍କ ସର୍ଜରୀ କରାଯାଇଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟାରେ ହାଇଦ୍ରାବାରେ ଏହି ଅଘଟଣ ଘଟିଛି।

ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଭିନ୍ନ ସହରରେ ଦୀପାବଳି ପୂର୍ବରୁ ହିଁ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ତେବେ ଗତକାଲି ଏହି ନିୟମକୁ ଉଲ୍ଲଙ୍ଘନ କରି ପ୍ରବଳ ବାଣ ଫୁଟାଇ ଲୋକେ ଦୀପାବଳି ପାଳନ କରିଛନ୍ତି।

The post ଦୀପାବଳିରେ ଅଘଟଣ, ବାଣ ଫୁଟାଇ ୧୦ ଆହତ appeared first on Odisha Reporter.



from Odisha Reporter https://ift.tt/c3adQMY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages