ସବୁଆଡ଼େ ଚର୍ଚ୍ଚା ହେଉଥିଲା ଏଥର ବିଗବସରେ ପ୍ରକୃତିଙ୍କୁ ଦେଖିବାକୁ ମିଳିବ। ହେଲେ ଶେଷ ମୁହୂର୍ତ୍ତରେ ସବୁକିଛି ବଦଳିଗଲା। ସାମାନ୍ୟ କଥା ପାଇଁ ପ୍ରକୃତି ଏବଂ ବିଗବସ ମେକର୍ସଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯାହାଫଳରେ ତାଙ୍କୁ ଷ୍ଟେଜରୁ ଫେରାଇ ଦିଆଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
The post ବିଗବସ୍ ସେଟରୁ ଫେରାଇ ଦେଲେ appeared first on Odisha Reporter.
from Odisha Reporter https://ift.tt/zCohE2U
No comments:
Post a Comment