ଜଣେ ଅଧିକାରୀ ମନ୍ତ୍ରୀଙ୍କ ଘରୋଇ ସଚିବ ଭାବେ କେତେ ବର୍ଷ କାର୍ଯ୍ୟ କରିପାରିବେ? ଏମିତି କିଛି ସମୟ ଅବଧି ଅଛି କି? ହଁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ଚାକିରି କାର୍ଯ୍ୟକାଳ ସଂପର୍କରେ ନିୟମ ତିଆରି କରିଛନ୍ତି।
The post କେତେ ଦିନ ମନ୍ତ୍ରୀଙ୍କ ଘରୋଇ ସଚିବ ରହି ହେବ? appeared first on Odisha Reporter.
from Odisha Reporter https://ift.tt/E2ulMWr
No comments:
Post a Comment