ଦେଖନ୍ତୁ, ପୋଲିସ ବାବୁଙ୍କ ଅସଲ ଚେହେରା। କେମିତି ଚାଲିଛି ବ୍ଳାକ ଡିଲ। ଏସ୍.ପିଙ୍କ ନିର୍ଦେଶକୁ ଚକମା ଦେଇ ସିଭିଲ ଡ୍ରେସରେ ଆସିଥିଲେ ଏସ.ଆଇ ଦୀପକ ଡୁଙ୍ଗଡୁଙ୍ଗ। ଆଉ ନିଛାଟିଆ ରାସ୍ତା କଡ଼ରେ ଦାଦନ ସର୍ଦ୍ଦାରଙ୍କଠାରୁ ମୋଟା ଅଂକର ଟଙ୍କା ନେଇଥିଲେ।
The post ପୋଲିସ ବାବୁଙ୍କ ବ୍ଲାକ୍ ଡିଲ୍ appeared first on Odisha Reporter.
from Odisha Reporter https://ift.tt/dGSsH7n
No comments:
Post a Comment