ନାଗ ପେଡ଼ି ଖୋଲିବ ଇଡି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 3, 2022

ନାଗ ପେଡ଼ି ଖୋଲିବ ଇଡି!

ଏଥର ଘାଣ୍ଟିବ ଇଡି। ଖୋଲିବ ନାଗ ପେଡ଼ି। ଫଶିବେ ନେତା ଖୋଲିବ ନାଗ ଫାଶ। କିଏ ଦେଇଛି କେତେ ଟଙ୍କା। କାହା କାହାଠୁ ଅର୍ଚ୍ଚନା ନେଇଛନ୍ତି ଟଙ୍କା। ଏ ସବୁ ଖୋଲିବ ଇଡି। ନେତାମାନେ ବ୍ୟାଙ୍କ ଟ୍ରାଞ୍ଜେକସନ୍ କରିଛନ୍ତି ନା ନଗଦ ଆକାରରେ ଟଙ୍କା ଦେଇଛନ୍ତି ସେ ସବୁ କଥା ଏବେ ପଦାକୁ ଆସିବ।

The post ନାଗ ପେଡ଼ି ଖୋଲିବ ଇଡି! appeared first on Odisha Reporter.



from Odisha Reporter https://ift.tt/MX1tsyW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages