ଆନ୍ଧ୍ରପ୍ରଦେଶ କାକିନାଡ଼ାରୁ ଆସିଥିବା ଏହି ସିସିଟିଭି ଭିଜୁଆଲରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ତେଲଗୁ ଦେଶମ ପାର୍ଟିର ନେତା ଶେଷଗିରି ରାଓଙ୍କ ଘରକୁ ସାଧୁ ବେଶରେ ଆସିଛି ଏବଂ ସୁଯୋଗ ପାଇ ଖଣ୍ଡାରେ ଆକ୍ରମଣ କରିଛି।
The post ସାଧୁ ବେଶରେ ଆସି ନେତାଙ୍କୁ ହାଣିଲେ appeared first on Odisha Reporter.
from Odisha Reporter https://ift.tt/Zfi6IxB
No comments:
Post a Comment