୨୦ ବର୍ଷିୟା ଶିବାନୀ ମେହେରର ବିବାହ ପାଇଁ ଦୀପାବଳୀର କିଛିଦିନ ଆଗରୁ ପୁଅ ଘର ଲୋକେ ତାଙ୍କୁ ଦେଖିବାକୁ ଆସିଥିଲେ। ଜାତକ ଶୁଝିଥିଲା ବୋଲି ବିବାହ ପକ୍କା କରିବାକୁ ଆସିଥାନ୍ତେ ପୁଅ ପକ୍ଷ। କିନ୍ତୁ ଦୁର୍ଭାଗ୍ୟ, ବୋହୂ ସାଜିବା ଆଗରୁ ଶବ ପାଲଟିଯାଇଛନ୍ତି ଶିବାନୀ। ଦିନ କେଇଟା ପରେ ଯେଉଁ ଘରୁ କନ୍ୟା ବିଦା ହୋଇଥାନ୍ତା, ସେହି ଘରୁ ବାହାରିଛି ଚାରି ଚାରିଟି ଶବ। ଏଭଳି ଦୁଃଖଦାୟକ ଘଟଣା ଦେଖି ସ୍ତବ୍ଧ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ।
The post ବିବାହ ପୂର୍ବରୁ ଉଠିଲା ପୂରା ପରିବାରର ଶବ appeared first on Odisha Reporter.
from Odisha Reporter https://ift.tt/YOlqf7u
No comments:
Post a Comment