ବିଜେଡିରେ ସରିଗଲାକି ଅନୁଭବଙ୍କ ଯୁଗ? ଏବେ ଖାଲି କଣ ବର୍ଷା ବର୍ଷା? ଅନୁଭବ ଭଳି ବଡ଼ ଫିଲ୍ମ ଷ୍ଟାର ଏବଂ ସାଂସଦ ବାଦ ପଡୁଛନ୍ତି ଷ୍ଟାର କ୍ୟାମ୍ପେନ ତାଲିକାରୁ। ହେଲେ ଷ୍ଟାର କ୍ୟାମ୍ପେନ ତାଲିକାରେ ନଥାଇ ଏଣ୍ଟ୍ରି ମାରୁଛନ୍ତି ବର୍ଷା। ଖାଲି ଜନତା ନୁହେଁ ବିଜେଡି ନେତା ମଧ୍ୟ କରୁଛନ୍ତି ତାଙ୍କୁ ପ୍ରଶଂସା।
The post ବିଜେଡିରେ ଏବେ ବର୍ଷା? appeared first on Odisha Reporter.
from Odisha Reporter https://ift.tt/mDu6eOT
No comments:
Post a Comment