କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 7, 2022

କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି କାର୍ତ୍ତକ ପୂର୍ଣ୍ଣମୀ।  ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବା ସୁନାବେଶରେ ଦଶର୍ନ ଦେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୋରରୁ ଭକ୍ତଙ୍କ ଭିଡ଼ ଲାଗିଛି। ସଅଳ ନୀତି ଯୋଗୁ ସୁନା ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ତେବେ ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତି କରାଯାଇଛି। ରାତି ୧୨ଟା ୧୫ରେ ଦ୍ୱାର ଫିଟା ଯାଇ ମଙ୍ଗଳଆଳତି, ଅବକାଶ ଓ ମଇଲମ ଆଦି ନୀତି କରାଯାଇଥିଲା।  ପରେ ବିଳମ୍ବିତ ରାତି ଅର୍ଥାତ ୨ଟା ୫୦ରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ସଂପନ୍ନ କରାଯାଇଥିଲା।  ଭୋର ୪ଟା ୩୫ରେ ଭୋଗ ମଣ୍ଡପ ଅନୁଷ୍ଠିତ ହୋଇଥିଲା।  ତେବେ ଏହା ୫ଟା ୪୦ରେ ଶେଷ ପରେ ଭକ୍ତ ମାନେ ଶ୍ରୀଜିଉଙ୍କୁ ସୁନା ବେଶରେ ଦର୍ଶନ କରୁଛନ୍ତି।

 

 

The post କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ appeared first on Odisha Reporter.



from Odisha Reporter https://ift.tt/F58ZCzb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages