ବିଜେଡିର ମନ୍ତ୍ରୀ, ବିଧାୟକଙ୍କୁ ଘେରିଲେ ଗାଁ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 16, 2022

ବିଜେଡିର ମନ୍ତ୍ରୀ, ବିଧାୟକଙ୍କୁ ଘେରିଲେ ଗାଁ ଲୋକେ

ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବିଧାୟକ ଦେବୀ ମିଶ୍ରଙ୍କୁ ରାସ୍ତାରେ ଘେରିଗଲେ ଗାଁ ଲୋକେ। ନରସିଂହପୁର ବ୍ଲକ ନୂଆପଟଣା ପଂଚାୟତରେ ଉନ୍ନୟନମୂଳକ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବିଧାୟକ ଦେବୀ ମିଶ୍ରଙ୍କୁ ବିରୋଧ କଲେ ସରପଞ୍ଚ ଓ ଗ୍ରାମବାସୀ।

The post ବିଜେଡିର ମନ୍ତ୍ରୀ, ବିଧାୟକଙ୍କୁ ଘେରିଲେ ଗାଁ ଲୋକେ appeared first on Odisha Reporter.



from Odisha Reporter https://ift.tt/drIGf6b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages