୨୦୨୩ରେ ମାଡ଼ିଆସିବ ମାନ୍ଦାବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 28, 2022

୨୦୨୩ରେ ମାଡ଼ିଆସିବ ମାନ୍ଦାବସ୍ଥା

୨୩ରେ ଭାରି ପଡ଼ିପାରେ ସୁଧହାର ବୃଦ୍ଧି। ମାଡ଼ି ଆସିବ ଆର୍ଥିକ ମାନ୍ଦାବସ୍ଥା। ଶୂନ୍ୟ ହୋଇଯିବ ସବୁ ଦେଶର ରାଜକୋଷ। ମୁଦ୍ରାସ୍ପୀତି ନିୟନ୍ତ୍ରଣ ପାଇଁ ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କର ସୁଧହାର ବୃଦ୍ଧି ନିଷ୍ପତ୍ତି ଅବେଳାରେ ଅକାଳ ଆଣିପାରେ। ଏନେଇ ସତର୍କ କରାଇଛି ସେଣ୍ଟର ଫର୍ ଇକୋନିମିକ୍ସ ଆଣ୍ଡ୍ ବିଜନେସ୍ ରିସର୍ଚ୍ଚ ବା ସିଇବିଆର୍।

The post ୨୦୨୩ରେ ମାଡ଼ିଆସିବ ମାନ୍ଦାବସ୍ଥା appeared first on Odisha Reporter.



from Odisha Reporter https://ift.tt/J2iQ3n5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages