ନିଜ ଗିରଫଦାରୀକୁ ନେଇ ପୁଲିସକୁ କଲେ ଟାର୍ଗେଟ। କମିଶନରେଟ୍ ପୁଲିସ ତାଙ୍କୁ ଆର୍ବିଟ୍ରାରୀ ଆରେଷ୍ଟ କରିଥିବା କହିଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ଇଡିର ପ୍ରଡସକସନ ପିଟିସନକୁ ନେଇ ସୋମବାର, ଦିନ ପ୍ରାୟ ୧୨ଟା ୪୫ରେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା।
The post ବିଷ ଓଗାଳିଲେ ଅର୍ଚ୍ଚନା ନାଗ appeared first on Odisha Reporter.
from Odisha Reporter https://ift.tt/ZwQHA3K
No comments:
Post a Comment