ରାଜ୍ୟରେ ହୋଇଯିବ କି ଆଗୁଆ ନିର୍ବାଚନ? ୨୦୨୩ରେ ଦେଶର ଅନ୍ୟ ରାଜ୍ୟ ସହ ଓଡ଼ିଶାରେ ହେବ କି ବିଧାନସଭା ନିର୍ବାଚନ? ଗୁଜାରଟରେ ବିଜେପି ପୁଣି କ୍ଷମତାକୁ ଫେରିବା ଏବଂ ରାଜ୍ୟରେ ୨ ଉପନିର୍ବାଚନ ପରେ ଏବେ ଓଡ଼ିଶାରେ ଆଗୁଆ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି।
The post ୨୩ରେ ହେବ କି ବିଧାନସଭା ନିର୍ବାଚନ? appeared first on Odisha Reporter.
from Odisha Reporter https://ift.tt/ZVIpujz
No comments:
Post a Comment