କୃଷି ଉଡାଣ ଯୋଜନାରେ ସାମିଲ ହେଲା ଝାରସୁଗୁଡ଼ା ବିମାନ ବନ୍ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 9, 2022

କୃଷି ଉଡାଣ ଯୋଜନାରେ ସାମିଲ ହେଲା ଝାରସୁଗୁଡ଼ା ବିମାନ ବନ୍ଦର

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):  କୃଷି ଉଡାଣ ଯୋଜନା ୨.୦ରେ ସାମିଲ ହେଲା ଝାରସୁଗୁଡା ବିମାନ ବନ୍ଦର। ଏହି ଯୋଜନା ଅଧୀନରେ ୫୮ଟି ବିମାନ ବନ୍ଦରକୁ ସାମିଲ କରାଯାଇଛି। ଏଥିରେ ଓଡ଼ିଶାର ଝାରସୁଗୁଡା ବିମାନ ବନ୍ଦର ରହିଛି।

୨୦୨୧ ଅକ୍ଟୋବର ୨୭ ତାରିଖରେ କୃଷି ଉଡାଣ ଯୋଜନା ୨.୦ ଘୋଷଣା ହୋଇଥିଲା।  ଏହାର ଅଧିନରେ ଝାରସୁଗୁଡା ବିମାନ ବନ୍ଦର ଅନ୍ତର୍ଭୁକ୍ତ ହୋଇ ଖାଦ୍ୟ ପରିବହନ ସୁବିଧା ପାଇବାକୁ ଯାଉଛି। ଉତ୍ପାଦକମାନେ ଝାରସୁଗୁଡା ବିମାନ ବନ୍ଦର ମାଧ୍ୟମରେ ସେମାନଙ୍କର ଉତ୍ପାଦକୁ ବିମାନ ମାଧ୍ୟମରେ ଅନ୍ୟ ସ୍ଥାନକୁ ପଠାଇ ପାରିବେ। ଝାରସୁଗୁଡା ବିମାନ ବନ୍ଦରକୁ କୃଷି ଉଡାନ ଯୋଜନା ୨.୦ରେ ସାମିଲ କରିବା ପାଇଁ ଝାରସୁଗୁଡ଼ା ସମେତ ପଡୋଶୀ ଜିଲ୍ଲାର ଚାଷୀ ମାନେ ମଧ୍ୟ ଦାବି କରୁଥିଲେ। ଏବେ ସେହି ଦାବି ପୂରଣ ହୋଇଛି।

 

The post କୃଷି ଉଡାଣ ଯୋଜନାରେ ସାମିଲ ହେଲା ଝାରସୁଗୁଡ଼ା ବିମାନ ବନ୍ଦର appeared first on Odisha Reporter.



from Odisha Reporter https://ift.tt/hYO81kD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages