କୋଇଲା ଖଣି ପାଇଁ ଓପିଜିସିର ଶେୟାର କିଣିବେ ବଡ଼ କମ୍ପାନୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 20, 2023

କୋଇଲା ଖଣି ପାଇଁ ଓପିଜିସିର ଶେୟାର କିଣିବେ ବଡ଼ କମ୍ପାନୀ!

ଓପିଜିସି କୋଇଲା ଖଣି ଉପରେ ଘରୋଇ କମ୍ପାନୀଙ୍କ ଆଖି। ବର୍ଷେ ହେଲା ସୁନ୍ଦରଗଡ଼ ଖଣିରୁ ଆସୁଥିଲା କୋଇଲା। ଘରୋଇ କମ୍ପାନୀଙ୍କ ସ୍ୱାର୍ଥ ଓ ନିର୍ବାଚନ ପାଣ୍ଠି ପାଇଁ ଚିନ୍ତା? ଲୋକଙ୍କ ପାଇଁ ବିଦ୍ୟୁତ ଦର ମହଙ୍ଗା ହେଲେ ବି ଚିନ୍ତା ନାହିଁ। ବିବାଦରେ ଓପିଜିସିର ୪୯% ଅଂଶଧନ ବିକ୍ରି ପାଇଁ ଟେଣ୍ଡର।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pLy0Mxw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages