ସୌମ୍ୟ କହିଲେ ୱେଲକମ୍ କେସିଆର୍! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 20, 2023

ସୌମ୍ୟ କହିଲେ ୱେଲକମ୍ କେସିଆର୍!

‘ଓଡ଼ିଶାରେ ବିରୋଧୀ ଦଳ ଏତେ ଷ୍ଟ୍ରଙ୍ଗ ନୁହଁନ୍ତି। ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ କାହା ପାଖରେ ତାକତ ନାହିଁ। ଆମ ସହ ଲଢ଼େଇ ପାଇଁ ପ୍ରତିଦ୍ୱନ୍ଦୀ ଦରକାର।’ ଏକଥା କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଯଜନ ପଟ୍ଟନାୟକ। ସେ ଆହୁରି କହିଛନ୍ତି, ଓଡ଼ିଶା ଯଦି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତିର ନେତା କେସିଆରଙ୍କ ଫୋକସକୁ ଆସୁଛି ଆମେ ଖୁସି ହେବା କଥା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/et3wAhZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages