ପୁଅ ଶୁଦ୍ଧକ୍ରିୟା ଭୋଜି ଦେଇ ନପାରିବାରୁ ଗାଆଁରୁ ବାସନ୍ଦ ହୋଇ ହାଡ଼ଭଙ୍ଗା ଶୀତରେ ପଲାତଳେ ଜୀବନ ବିତାଉଛନ୍ତି ବିଧବା ମହିଳା। ଏନେଇ ଆମେ ଖବର ପ୍ରସାରଣ କରିବା ପରେ ତତ୍ପର ହୋଇଥିଲା ପ୍ରଶାସନ। ଆନନ୍ଦପୁର ଉପଜିଲ୍ଲାପାଳ ଓ sdpo ଗାଁରେ ପହଞ୍ଚିଥିଲେ। ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ବି ମହିଳାଙ୍କ ଅସ୍ଥାୟୀ ପଲା ନିକଟରେ ପହଁଚି ତାଙ୍କ ଭଲମନ୍ଦ ବୁଝିଥିଲେ।
The post ୨୦୦୦ ଟଙ୍କାରେ କାମ ଶେଷ! appeared first on Odisha Reporter.
from Odisha Reporter https://ift.tt/Qxr1epl
No comments:
Post a Comment