ହାତଗଣ୍ଠି ପରେ ଶିଶୁପାଳ ହୋଇ ଫେରିଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 26, 2023

ହାତଗଣ୍ଠି ପରେ ଶିଶୁପାଳ ହୋଇ ଫେରିଲେ!

ବାହାଘର ଚାଲିଥାଏ। ସମସ୍ତେ ହସ ହସ ମୁହଁରେ ଥାନ୍ତି। ବ୍ରାହ୍ମଣଙ୍କ ମନ୍ତ୍ର ଏବଂ ହୁଳହୁଳିରେ ବେଦୀ କମ୍ପୁଥାଏ। ହୋମ ନିଆଁକୁ ସାକ୍ଷୀ ରଖି ହାତକୁ ହାତ ମିଳାଇ ବେଦୀରେ ବସିଥାନ୍ତି ବରକନ୍ୟା। କନିଆଁ ମଥାରେ ସିନ୍ଦୂର ଲାଗିବା ପୂର୍ବରୁ ହଠାତ ବନ୍ଦ ହେଲା ବାହାଘର। କେହି କିଛି ବୁଝିବା ଆଗରୁ ହଠାତ କେହି ଜଣେ ଆସିଲେ ଆଉ କହିଲେ ବାହାଘର ବନ୍ଦ କର। ଏହା ଶୁଣି ସମସ୍ତେ ଅବାକ। ବୁଝୁ ବୁଝୁ ସାଧା ପୋଷାକଧରି ବ୍ୟକ୍ତି ଜଣକ ହେଉଛନ୍ତି ପୋଲିସ। ବେଦୀରେ ପୋଲିସକୁ ଦେଖି ସମସ୍ତେ ଛାନିଆଁ। କିନ୍ତୁ କାହିଁକି ପୋଲିସ ଆସି ବନ୍ଦ କଲା ବିବାହ? ପରେ ଜଣାପଡ଼ିଲା ବାଲ୍ୟ ବିବାହ ବନ୍ଦ କରିବାକୁ ପୋଲିସ ଓ ଶିଶୁ ସୁରକ୍ଷା ୟୁନିଟ ପହଁଞ୍ଚିଛି।

from Latest Odisha Reporter News, Breaking News Today | Top Updates on Corona - OR News https://ift.tt/lQTCt2i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages