ଗୋପାଳ ଖସିବାର ଆଉ ଏକ ଦିଗ ହେଉଛି, ନବଙ୍କ ମୃତ୍ୟୁ ଘୋଷଣା ବିଳମ୍ବ କରିବା। ପୂର୍ବତନ ପୁଲିସ ଅଧିକାରୀଙ୍କ କହିବା କଥା, ନବଙ୍କୁ ଯେଉଁଭଳି ଭାବରେ ଅତି ନିକଟରୁ ଫାୟାରିଂ କରାଯାଇଥିଲା ସେ କେସରେ ଜଣେ ବ୍ୟକ୍ତିର ୨ରୁ ୩ ମିନିଟ ମଧ୍ୟରେ ମୃତ୍ୟୁ ହେବା କଥା। ହେଲେ ନବଙ୍କ କେସରେ ହଠାତ ମୃତ ଘୋଷଣା କରାନଯାଇ ତାଙ୍କୁ ଆପୋଲୋ ହସ୍ପିଟାଲ ଆଣିବା ଅପରେଶନ କଥା କହି ସଂନ୍ଧ୍ୟା ୭ଟାରେ ମୃତ ଘୋଷଣା କରିବା ଗୋପାଳ ପାଇଁ ଖସିବାର ବାଟ ବୋଲି ସନ୍ଦେହ କରିଛନ୍ତି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/zHclwsK
No comments:
Post a Comment